Which country has the largest snake population ।। ସାପଙ୍କ ଦ୍ୱୀପ,ଯେଉଁଠାକୁ ଲୋକଙ୍କ ଯିବା ମନା !

ଦୁନିଆରେ ପ୍ରାୟ ୩୯୦୦ ପ୍ରଜାତିର ସାପ ଦେଖାଯାଏ। ବିଶ୍ୱରେ ପ୍ରାୟ ୨୦୦ ଦେଶ ଅଛି ଏବଂ କିଛି ସ୍ଥାନ ବାଦ ଦେଲେ ପ୍ରାୟ ସବୁଠାରେ ସାପ ଦେଖାଯାଏ। କୁହାଯାଏ ଯେ ସାପ ପୃଥିବୀରେ ସେତେବେଳେ ଥିଲେ ଯେତେବେଳେ ମନୁଷ୍ୟ ମଧ୍ୟ ନଥିଲେ। କିଛି ସାପ ପ୍ରଜାତି ବହୁତ ବିଷାକ୍ତ ହୋଇଥାନ୍ତି, ଆଉ କିଛି ବିଷହୀନ। ଅନେକ ଦେଶରେ ସାପଙ୍କୁ ନେଇ ଲୋକକଥା ରହିଛି। ଆପଣ ଜାଣିଛନ୍ତି କି କେଉଁ ଦେଶରେ ସାପ ସବୁଠାରୁ ଅଧିକ ଦେଖାଯାନ୍ତି ଏବଂ … Continue reading Which country has the largest snake population ।। ସାପଙ୍କ ଦ୍ୱୀପ,ଯେଉଁଠାକୁ ଲୋକଙ୍କ ଯିବା ମନା !