Which ‘bus conductor’ from BJD will go to Rajya Sabha? || ବିଜେଡିରୁ କେଉଁ ‘ବସ୍ କଣ୍ଡକ୍ଟର’ ରାଜ୍ୟସଭା ଯିବେ?

ରାଜ୍ୟର ବିଜେଡି ରାଜନୀତି ଗତ କିଛିମାସ ଧରି ଏକ ଅସାଧାରଣ ପରିବର୍ତ୍ତନ ପର୍ଯ୍ୟାୟକୁ ଯାଉଛି। ୨୪ ବର୍ଷ ଧରି ରାଜ୍ୟରେ ଦେଶର ସବୁଠାରୁ ସ୍ଥିର ପ୍ରଶାସନ ଦେଇଥିବା ବିଜୁ ଜନତା ଦଳ (ବିଜେଡି) ଶକ୍ତିହୀନ ହେବା ସହ ଦଳର ଦୁର୍ବଳତା, ନିଷ୍ପତ୍ତି ନେବାର ଭିନ୍ନମତ, ଓ ନୂଆ ଶକ୍ତିକେନ୍ଦ୍ର ପ୍ରଶ୍ନକୁ ନେଇ ମଧ୍ୟ ତୀବ୍ର ଚର୍ଚ୍ଚା ଚାଲିଛି। ଏହି ସମୟରେ ଏକ ନୂଆ ପ୍ରଶ୍ନ ଉଠିଛି- “କିଏ ସେହି ବସ କଣ୍ଡକ୍ଟର, ଯିଏ ବିଜେଡି ପକ୍ଷରୁ ରାଜ୍ୟସଭାକୁ … Continue reading Which ‘bus conductor’ from BJD will go to Rajya Sabha? || ବିଜେଡିରୁ କେଉଁ ‘ବସ୍ କଣ୍ଡକ୍ଟର’ ରାଜ୍ୟସଭା ଯିବେ?