କେଉଁ ୧୭୦ଟି ଲୋକସଭା ଆସନ ଭାଙ୍ଗିବ? || Which 170 Lok Sabha seats will be demolished?
ଆପଣମାନେ ଅନେକ ସମୟରେ ‘ସୀମାନିର୍ଦ୍ଧାରଣ’ ବା ‘ଡିଲିମିଟେସନ୍’ ଶବ୍ଦଟି ଶୁଣୁଥିବେ। ଏହାର ସହଜ ଅର୍ଥ ହେଉଛି ଜନସଂଖ୍ୟା ଆଧାରରେ ନିର୍ବାଚନ ମଣ୍ଡଳୀର ସୀମା ପୁନଃ ନିର୍ଦ୍ଧାରଣ କରିବା। ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦ (EAC-PM) ଏକ ଅତି ଗୁରୁତ୍ୱପୂର୍ଣ୍ଣ ୱର୍କିଂ ପେପର ପ୍ରକାଶ କରିଛି । ଏହି ରିପୋର୍ଟରେ ଏକ ଅଦ୍ଭୁତ ଫର୍ମୁଲା ଦିଆଯାଇଛି, ଯେଉଁଥିରେ କୁହାଯାଇଛି ଯେ, ସାରା ଦେଶର ସବୁ ଆସନକୁ ନ ବଦଳାଇ କେବଳ ୧୭୦ଟି ବଡ଼ ଲୋକସଭା ଆସନର … Continue reading କେଉଁ ୧୭୦ଟି ଲୋକସଭା ଆସନ ଭାଙ୍ଗିବ? || Which 170 Lok Sabha seats will be demolished?
Copy and paste this URL into your WordPress site to embed
Copy and paste this code into your site to embed