କୁଆଡ଼େ ଯାଉଛି ଓଡ଼ିଶା ଡାଲି ?

Odisha: ଓଡ଼ିଶାରେ ବର୍ଷକୁ ଯେତିକି ଡାଲିଜାତୀୟ ଶସ୍ୟ ଆବଶ୍ୟକ ତାହାଠାରୁ ୩/୪ ଗୁଣ ଅଧିକ ଉତ୍ପାଦନ ହେଉଛି । ହେଲେ ବର୍ଷସାରା ଡାଲି ପାଇଁ ଓଡ଼ିଶା କିନ୍ତୁ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ । ତେବେ ଓଡ଼ିଶାରୁ ଉତ୍ପାଦିତ ଡାଲି କୁଆଡେ ଯାଉଛି ତାହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସରକାରୀ ହିସାବରେ ଓଡ଼ିଶା ପାଇଁ ବର୍ଷକୁ ୩.୧୨ ଲକ୍ଷ ମେଟ୍ରିକ ଟନ୍‍ ଡାଲି ଆବଶ୍ୟକ ଥିବାବେଳେ ୧୩ଲକ୍ଷ ମେଟ୍ରିକ ଟନ୍‍ରୁ ଅଧିକ ଡାଲି … Continue reading କୁଆଡ଼େ ଯାଉଛି ଓଡ଼ିଶା ଡାଲି ?