କୁଆଡ଼େ ଗଲା ଫ୍ଲୋର ମ୍ୟାନେଜମେଣ୍ଟ? ମୋହନ ସରକାରଙ୍କ ବଂଶୀ ବଜାଇଲାଣି କଂଗ୍ରେସ,ବିଜେଡିର ଷଣ୍ଢୁଆସି ଆକ୍ରମଣ

ଗେଟ୍ ବାହାରେ କଂଗ୍ରେସ । ଗେଟ୍ ଭିତରେ ବିଜେଡି ବିଧାୟକ। ବୁଧବାରର ବିଧାନସଭା ପରିସର ଓ ବାହର ଦୃଶ୍ୟ କିଛି ଯୁଦ୍ଧକ୍ଷେତ୍ରଠାରୁ କମ ନ ଥିଲା। ଦୁର୍ଗ ଉପରେ ଆକ୍ରମଣ ଭଳି ବିଧାନସଭା ଉପରେ ହେଉଥିଲା ଚଢ଼ାଉ। ସେପଟେ ଭିତରୁ ବିଜେଡି ବିଧାୟକ ଗେଟ୍ ଖୋଲିବାକୁ କରୁଥିଲେ ହଲ୍ଲା। ପୁରା ଷଣ୍ଢୁଆସୀ ଆକ୍ରମଣରେ ମୋହନ ସରକାରଙ୍କ ବଂଇଶୀ ବାଜିଲା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏସବୁ ଭିତରେ କାଲି ଓ ଆଜି ମିଶାଇ ଦୁଇଦିନରେ ୧୪ ଜଣ … Continue reading କୁଆଡ଼େ ଗଲା ଫ୍ଲୋର ମ୍ୟାନେଜମେଣ୍ଟ? ମୋହନ ସରକାରଙ୍କ ବଂଶୀ ବଜାଇଲାଣି କଂଗ୍ରେସ,ବିଜେଡିର ଷଣ୍ଢୁଆସି ଆକ୍ରମଣ