ପ୍ରୟାଗରାଜ ପରେ ପରବର୍ତ୍ତୀ କୁମ୍ଭ କେଉଁଠି ଓ କେବେ ହେବ?
Mahakumbh: କୁମ୍ଭ ହିନ୍ଦୁ ଧର୍ମର ଏକ ବିଶାଳ ଧାର୍ମିକ ଉତ୍ସବ । ଏଥର ପ୍ରୟାଗରାଜରେ କୁମ୍ଭ ଅନୁଷ୍ଠିତ ହୋଇଛି, ଯାହା ୨୦୨୫ ଜାନୁଆରି ୧୩ରୁ ଫେବୃଆରି ୨୬ ପର୍ଯ୍ୟନ୍ତ ଚାଲିବ। ଆସନ୍ତୁ ଜାଣିବା ପ୍ରୟାଗ ପରେ ପରବର୍ତ୍ତୀ କୁମ୍ଭ କେବେ ଓ କେଉଁଠି ହେବ। ପ୍ରୟାଗରାଜ ସହରର ତ୍ରିବେଣୀ ସଙ୍ଗମରେ କୁମ୍ଭ ମେଳାର ଧାର୍ମିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଶ ତଥା ବିଶ୍ୱର ଲୋକଙ୍କୁ ଆକର୍ଷିତ କରୁଛି । କୁମ୍ଭମେଳା ଜାନୁଆରୀ ୧୩ରୁ ଆରମ୍ଭ ହୋଇ ଫେବୃଆରି … Continue reading ପ୍ରୟାଗରାଜ ପରେ ପରବର୍ତ୍ତୀ କୁମ୍ଭ କେଉଁଠି ଓ କେବେ ହେବ?
Copy and paste this URL into your WordPress site to embed
Copy and paste this code into your site to embed