When will the government appointed in contract? || କେବେ ଠିକାରେ ନିଯୁକ୍ତି ହେବେ ସରକାର?

ଓଡ଼ିଶାର ପ୍ରଶାସନିକ ବ୍ୟବସ୍ଥା ଆଜି ଯେଉଁ ଅବସ୍ଥାରେ ପହଞ୍ଚିଛି, ତାହାକୁ ବର୍ଣ୍ଣନା କରିବା ପାଇଁ “ସଙ୍କଟ” ଶବ୍ଦଟି ବୋଧହୁଏ ଯଥେଷ୍ଟ ନୁହେଁ। ଏହା ଏକ ଏମିତି ସଙ୍କଟ, ଯାହା ଧୀରେ ଧୀରେ ଲୋକତନ୍ତ୍ରର ମୂଳ ଧାରଣାକୁ ପରିବର୍ତ୍ତନ କରିଦେଉଛି। ଏହି ସଙ୍କଟର ନାମ—ଠିକା ନିଯୁକ୍ତିର ସାମ୍ରାଜ୍ୟ। ଆଜି ଓଡ଼ିଶାରେ ଯେଉଁଠି ଦୃଷ୍ଟି ପକାଲେ, ସେଠି ଗୋଟିଏ ଚିତ୍ର—ଠିକାରେ କାମ, ଠିକାରେ ଚାକିରି, ଠିକାରେ ସେବା। ଶିକ୍ଷକ ଠିକାରେ, ଅଧ୍ୟାପକ ଠିକାରେ, ଡାକ୍ତର ଠିକାରେ,କିରାଣୀ ଠିକାରେ, ପୋଲିସ ଠିକାରେ, … Continue reading When will the government appointed in contract? || କେବେ ଠିକାରେ ନିଯୁକ୍ତି ହେବେ ସରକାର?