ଓଡ଼ିଶାର ଗରିବମାନଙ୍କ ପାଇଁ ଉଦ୍ଦିଷ୍ଟ “ଖାଦ୍ୟ ସୁରକ୍ଷା ଯୋଜନା”- ଦେଶର ସବୁଠାରୁ ବଡ଼ ସମାଜିକ ସୁରକ୍ଷା ଯୋଜନାମାନଙ୍କ ମଧ୍ୟରୁ ଗୋଟିଏ। କିନ୍ତୁ ଏହି ଯୋଜନା ପଛରେ ବର୍ଷବର୍ଷ ଧରି ଏମିତି ଏକ ଅନ୍ଧାର ଅଧ୍ୟାୟ ଚାଲିଆସୁଥିଲା, ଯାହାର ପରିମାଣ କେବଳ ଆକଂକ୍ଷୀ ଅଂକରେ ନୁହେଁ- ବରଂ ‘ରାଜ୍ୟର ରାଜନୀତିକ-ପ୍ରଶାସନିକ ସଂରଚନା’ର ହୋଇଥିବା ଚାଉଳ ଦୁର୍ନୀତିର ଗୁରୁତର ପ୍ରଶ୍ନ ଉଠାଇଛି। ରାଜ୍ୟର ବର୍ତ୍ତମାନ ଖାଦ୍ୟଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବିଧାନସଭାରେ ଯେଉଁ ସଂଖ୍ୟାଗୁଡ଼ିକ ରଖିଛନ୍ତି, ସେଗୁଡ଼ିକ ମାତ୍ର ତଥ୍ୟ … Continue reading ୨୪୦୦ କୋଟିର ଚାଉଳ ଦୁର୍ନୀତି ସିବିଆଇ ତଦନ୍ତ କେବେ? || When will the CBI investigate the Rs 2400 crore rice scam?
Copy and paste this URL into your WordPress site to embed
Copy and paste this code into your site to embed