ବିଜେଡିକୁ ମିଳିଗଲା, ବିଜେପିକୁ କେବେ ମିଳିବ ସଭାପତି

BJP: ରାଜ୍ୟରେ ବିଜେପି ଶାସନ ଚାଲିଛି। ଲୋକେ ଆକୁଣ୍ଠ ସମର୍ଥନ ଦେଉଛନ୍ତି ହେଲେ ନେତୃତ୍ୱ ନେବାକୁ ନେତା କିଏ ହେବେ ତାହା ସ୍ଥିର ହୋଇପାରୁନି। ସରକାରରେ ଯେମିତି ଜଣେ ମନ୍ତ୍ରୀ ଅନେକ ଦାୟିତ୍ୱକୁ ସମ୍ଭାଳିଛନ୍ତି ଠିକ୍‍ ସେମିତି ଦଳର ମଙ୍ଗୁଆଳ ତଥା ସଭାପତିଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲେ ବି ନୂଆ ସଭାପତି ନିଯୁକ୍ତି ହୋଇପାରୁ ନାହିଁ। ଅର୍ଥାତ୍‍ ରାଜ୍ୟରେ ଦଳ ଏବଂ ସରକାର ଅନିଶ୍ଚିତତାରେ ଗତି କରୁଛନ୍ତି। ଅପରପକ୍ଷେ ଦୀର୍ଘ ଦିନ ହେଲା ବିବାଦରେ ଫଶି ଥିବା … Continue reading ବିଜେଡିକୁ ମିଳିଗଲା, ବିଜେପିକୁ କେବେ ମିଳିବ ସଭାପତି