ଦେଶର କୋଟି କୋଟି ଚାଷୀଙ୍କ ପାଇଁ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ଖବର। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୨୪ତମ କିସ୍ତିକୁ ନେଇ ଚାଷୀମାନଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି। ଦୀପାବଳି ପୂର୍ବରୁ ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ୨,୦୦୦ ଟଙ୍କା ଆସିପାରେ ବୋଲି ଆଶା କରାଯାଉଛି। ତେବେ ଏହି କିସ୍ତି କେବେ ଜାରି ହେବ, ସେନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଶ୍ଚିତ ତାରିଖ ଘୋଷଣା ହୋଇଥିବା କଥା ଧରିନେବା ଠିକ୍ ନୁହେଁ। ପିଏମ୍ କିଷାନ … Continue reading When will the 24th installment of PM Kisan arrive? II ପିଏମ୍ କିଷାନର ୨୪ତମ କିସ୍ତି କେବେ ଆସିବ? ଦୀପାବଳି ପୂର୍ବରୁ ଚାଷୀଙ୍କ ଖାତାକୁ ଆସିବ କି ୨୦୦୦ ଟଙ୍କା?
Copy and paste this URL into your WordPress site to embed
Copy and paste this code into your site to embed