ନବୀନଙ୍କୁ କେବେ ମିଳିବ ନୋଟିସ? || When will Naveen receive the notice?

ଓଡ଼ିଶା ରାଜନୀତିରେ ଏବେ ଏକ ବଡ଼ ଝଡ଼ ସୃଷ୍ଟି ହୋଇଛି— ‘ଗାୟବ ଫାଇଲ’ ଓ ‘ତଦନ୍ତ ରିପୋର୍ଟ ଚୋରୀ’ ମାମଲା। ରାଜ୍ୟରେ ଶାସନ ବଦଳିବା ପରେ ଗୋଟିଏ ପରେ ଗୋଟିଏ ବିବାଦୀୟ ସତ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ମାମଲାରୁ ଆରମ୍ଭ କରି କନ୍ଧମାଳର ଚାଞ୍ଚଲ୍ୟକର ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାଣ୍ଡ ପର୍ଯ୍ୟନ୍ତ; ବିଜୁ ଜନତା ଦଳ (ବିଜେଡି) ଶାସନ କାଳର ବହୁ ଗୁରୁତ୍ୱପୂର୍ଣ୍ଣ କମିଶନ ଓ ତଦନ୍ତ ରିପୋର୍ଟ ଗାୟବ … Continue reading ନବୀନଙ୍କୁ କେବେ ମିଳିବ ନୋଟିସ? || When will Naveen receive the notice?