ଦେଶରେ ଶେଷଥର ଲାଗି ୧୯୪୧ରେ ଜାତିଭିତ୍ତିକ ଜନଗଣନା କେବେ ହୋଇଥିଲା, କ’ଣ ଥିଲା ଏହାର ପ୍ରଭାବ?

ବ୍ରିଟିଶ ଶାସନ କାଳରେ ଭାରତୀୟଙ୍କୁ ବିଭାଜନ କରିବା ପାଇଁ ଜାତିଭିତ୍ତିକ ବିଭାଜନର ମୂଳଦୁଆ ପଡ଼ିଥିଲା। ବ୍ରିଟିଶ ଶାସନ ସମୟରେ ଜିତିଭିତ୍ତିକ ବିକାଶ ନାଁରେ ୨ ଥର ଜନଗଣନା କରାଯାଇଥିଲା। ପ୍ରଥମେ ୧୯୩୧ ମସିହାରେ ଏବଂ ଦ୍ୱିତୀୟଟି ୧୯୪୧ ମସିହାରେ। କିନ୍ତୁ କେବଳ ୧୯୩୧ ମସିହାରେ ହିଁ ବିଭିନ୍ନ ଜାତି ଆଧାରରେ ସୂଚନା ସଂଗ୍ରହ ସମ୍ପୂର୍ଣ୍ଣ ହୋଇପାରିଥିଲା। ହେଲେ ୧୯୪୧ ମସିହାରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଯୋଗୁଁ ସମ୍ପୂର୍ଣ୍ଣ ତଥ୍ୟ ନେଇ ରିପୋର୍ଟ ପ୍ରକାଶ ପାଇପାରିନଥିଲା। ୧୯୩୧ ଜାତିଭିତ୍ତିକ ଜନ … Continue reading ଦେଶରେ ଶେଷଥର ଲାଗି ୧୯୪୧ରେ ଜାତିଭିତ୍ତିକ ଜନଗଣନା କେବେ ହୋଇଥିଲା, କ’ଣ ଥିଲା ଏହାର ପ୍ରଭାବ?