୨୦୦୯ ମସିହାରେ ଭାରତରେ ନକ୍ସଲିଟ୍‌ମାନେ ରାଜଧାନୀ ଏକ୍ସପ୍ରେସ୍‌କୁ ହାଇଜ୍ୟାକ୍‌ କରିଥିଲେ, ସେଥିରେ ୧୦୦୦ ଲୋକ ଥିଲେ, ଜାଣନ୍ତୁ ପରେ କଣ ଘଟିଲା?

Train Hijack : ପାକିସ୍ତାନର ବେଲୁଚିସ୍ତାନରେ ଥିବା ଜଫର ଏକ୍ସପ୍ରେସକୁ ବିଦ୍ରୋହୀମାନେ ଅପହରଣ କରିନେଇଛନ୍ତି। ସମଗ୍ର ବିଶ୍ୱ ପାଇଁ ଏହା ଏକ ବଡ ଖବର । ପୁରା ବିଶ୍ୱ ନିଶ୍ୱାସ ବନ୍ଦ କରି ବଲୁଚିସ୍ତାନର ସେହି ରେଳଟ୍ରାକ୍ ଉପରେ ନଜର ରଖିଛି। ଟ୍ରେନ ଅପହରଣ କାଣ୍ଡର ଅନ୍ତ କ’ଣ ହେବ ତାକୁ ନେଇ ଚାଲିଛି ଚର୍ଚ୍ଚା । ଏହାଭିତରେ ପାକିସ୍ତାନ ଏହି ଘଟଣାକୁ ନେଇ ଭାରତକୁ ଦାୟୀ କରିସାରିଲାଣି । ପାକିସ୍ତାନର କହିବା ହେଉଛି ଭାରତ ବଲୁଚ … Continue reading ୨୦୦୯ ମସିହାରେ ଭାରତରେ ନକ୍ସଲିଟ୍‌ମାନେ ରାଜଧାନୀ ଏକ୍ସପ୍ରେସ୍‌କୁ ହାଇଜ୍ୟାକ୍‌ କରିଥିଲେ, ସେଥିରେ ୧୦୦୦ ଲୋକ ଥିଲେ, ଜାଣନ୍ତୁ ପରେ କଣ ଘଟିଲା?