When narcotin stopped ? ।। କେବେ ବନ୍ଦ ହେବ ବିଡ଼ି, ଗୁଣ୍ଡି ଓ ଗୁଡ଼ାଖୁ ?

ଓଡ଼ିଶା ସରକାର ତମାଖୁ ଓ ନିକୋଟିନ ଜନିତ ରୋଗଗୁଡ଼ିକ ବିରୋଧରେ ଲଢ଼ାଇରେ ଗୋଟିଏ ଦୃଢ଼ ପଦକ୍ଷେପ ନେଇଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଏବଂ ଖାଦ୍ୟ ସୁରକ୍ଷା ଓ ମାନକ ଆଇନକୁ ଆଧାର କରି ରାଜ୍ୟରେ ସମସ୍ତ ପ୍ରକାର ତମାଖୁ ଓ ନିକୋଟିନ ଉତ୍ପାଦ—ଗୁଟଖା, ପାନମସଲା, ଖଇନି ଆଦିର ଉତ୍ପାଦନ ଓ ବିକ୍ରୟ ଉପରେ ପ୍ରତିବନ୍ଧ ଲଗାଯାଇଥିଲା । କିନ୍ତୁ ପ୍ରତିବନ୍ଧ ଲାଗୁ ହେବାର କେବଳ କିଛିଦିନ ମଧ୍ୟରେ ସତ୍ୟ ଅନ୍ୟ କଥା କହୁଛି । ରାଜ୍ୟର ବହୁ … Continue reading When narcotin stopped ? ।। କେବେ ବନ୍ଦ ହେବ ବିଡ଼ି, ଗୁଣ୍ଡି ଓ ଗୁଡ଼ାଖୁ ?