ସଂସଦରେ ଭୋଟ୍ ଦେଇଥିବାରୁ ମନମୋହନ ସିଂହଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ନୀତିନ ଗଡ଼କରୀ

Manmohan Singh : ଅବସର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନମୋହନ ସିଂହଙ୍କ ସେବାକୁ ପ୍ରଶଂସା କରିଥିଲେ। ଅର୍ଥନୈତିକ ସଂସ୍କାର ଏବଂ ଗଣତନ୍ତ୍ର ପ୍ରତି ତାଙ୍କର ପ୍ରତିବଦ୍ଧତାକୁ ପ୍ରଶଂସା କରିଛନ୍ତି। ହ୍ୱିଲଚେୟାରରେ ସଂସଦରେ ଭୋଟ୍ ଦେବାକୁ ଆସିବା ଗଣତନ୍ତ୍ର ପ୍ରତି ତାଙ୍କର ସମର୍ପଣର ଏକ ଅନନ୍ୟ ଉଦାହରଣ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପରଲୋକ ସଂସଦରେ ଭୋଟ୍ ଦେବା ପାଇଁ ହ୍ଵିଲଚେୟାରରେ ପହଞ୍ଚିଲେ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅନ୍ୟ ବିରୋଧୀ ନେତାମାନେ ମଧ୍ୟ ପ୍ରଶଂସା … Continue reading ସଂସଦରେ ଭୋଟ୍ ଦେଇଥିବାରୁ ମନମୋହନ ସିଂହଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ନୀତିନ ଗଡ଼କରୀ