ଯେତେବେଳେ ୱାଲିସ ସିମ୍ପସନଙ୍କୁ ଲଜ୍ଜିତ କଲେ ବରୋଦାର ମହାରାଣୀ ସୀତା ଦେବୀ

 A true royal drama ବରୋଦାର ମହାରାଣୀ ସୀତା ଦେବୀ, ନିଜର ବିଳାସପୂର୍ଣ୍ଣ ଜୀବନଶୈଳୀ ପାଇଁ ସାରା ବିଶ୍ୱରେ ପରିଚିତ। ତାଙ୍କୁ ଭାରତର  ୱାଲିସ ସିମ୍ପସନ କୁହାଯାଏ। ଏକଦା ସୀତା ଦେବୀ ଓ ପ୍ରକୃତ ଡଚେସ୍ ଅଫ୍ ୱିଣ୍ଡସର ୱାଲିସ ସିମ୍ପସନଙ୍କ ମଧ୍ୟରେ ସାକ୍ଷାତ ହୋଥିଲା। ସୀତା ଦେବୀଙ୍କ ତାଛଲ୍ୟରେ ୱାଲିସ ସିମ୍ପସନଙ୍କ ମୁହଁରୁ ହସ ଲିଭିଯାଇଥିଲା। ୧୯୫୭ରେ ଘଟିଥିବା ଏହି ଘଟଣା ଥିଲା ଅସଲରେ ରାଜକୀୟ ଡ୍ରାମା। ପୂର୍ବ ରାଜରାଜ୍ୟର ରାଣୀମାନେ ସେମାନଙ୍କର ସୌନ୍ଦର୍ଯ୍ୟ, ସାହସ, … Continue reading ଯେତେବେଳେ ୱାଲିସ ସିମ୍ପସନଙ୍କୁ ଲଜ୍ଜିତ କଲେ ବରୋଦାର ମହାରାଣୀ ସୀତା ଦେବୀ