ଧର୍ମେନ୍ଦ୍ରଙ୍କୁ କହିଲେ ଭର୍ତ୍ତୃହରିଙ୍କୁ କାହିଁକି ବାଧୁଛି? || When it said to Dharmendra why Bhartuhari be bothered.

ଓଡ଼ିଶା ରାଜନୀତିରେ ଏବେ ଗୋଟିଏ ନୂଆ କଥାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। କଥାରେ ଅଛି ନା— “ବାଜୁଛି ଗୋଟିଏ ଜାଗାରେ, କିନ୍ତୁ କଷ୍ଟ ହେଉଛି ଆଉ ଗୋଟିଏ ଜାଗାରେ!” ଠିକ୍ ସେମିତି କିଛି ଦୃଶ୍ୟ ଏବେ ଦେଶ ଓ ରାଜ୍ୟ ରାଜନୀତିରେ ଦେଖିବାକୁ ମିଳୁଛି। ମାମଲାଟି ହେଉଛି ନିଟ୍ (NEET) ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣା। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଯେତେବେଳେ ବିରୋଧୀମାନେ ଘେରୁଛନ୍ତି, କିମ୍ବା ତାଙ୍କ ଇସ୍ତଫା ଦାବି କରୁଛନ୍ତି, ସେତେବେଳେ ଧର୍ମେନ୍ଦ୍ର … Continue reading ଧର୍ମେନ୍ଦ୍ରଙ୍କୁ କହିଲେ ଭର୍ତ୍ତୃହରିଙ୍କୁ କାହିଁକି ବାଧୁଛି? || When it said to Dharmendra why Bhartuhari be bothered.