୨୦୨୫ ମସିହାରେ ମହାଶିବରାତ୍ରୀ କେବେ ଅଛି? ଜାଣନ୍ତୁ ତାରିଖ, ଶୁଭ ସମୟ ଓ ପୂଜା ପ୍ରଣାଳୀ

Mahashivratri 2025: ମହାପ୍ରଭୁ ଭୋଲେନାଥଙ୍କ ଭକ୍ତମାନେ ମହାଶିବରାତ୍ରୀକୁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ମହାଶିବରାତ୍ରୀର ଶାବ୍ଦିକ ଅର୍ଥ ହେଉଛି ‘ଶିବଙ୍କ ମହାରାତ୍ରି’। ବିଶ୍ୱାସ ରହିଛି ଯେ, ମହାଶିବରାତ୍ରୀ ବ୍ରତ (ମହାଶିବରାତ୍ରୀ ୨୦୨୫ ବ୍ରତ) ପାଳନ କଲେ ଅବିବାହିତ କନ୍ୟାମାନଙ୍କୁ ତାଙ୍କର ମନପସନ୍ଦର ସ୍ୱାମୀ ଓ ବିବାହିତ ମହିଳାମାନେ ଅନନ୍ତ ସୌଭାଗ୍ୟ ଲାଭ କରିଥାନ୍ତି । ମହାଶିବରାତ୍ରୀ ରାତିର ଉଭୟ ଆଧ୍ୟାତ୍ମିକ ଓ ବୈଜ୍ଞାନିକ ମହତ୍ତ୍ୱ ରହିଛି। ଆସନ୍ତୁ ଜାଣିବା ଫେବୃଆରିରେ କେଉଁ ଦିନ ମହାଶିବରାତ୍ରୀ ବ୍ରତ ପାଳନ … Continue reading ୨୦୨୫ ମସିହାରେ ମହାଶିବରାତ୍ରୀ କେବେ ଅଛି? ଜାଣନ୍ତୁ ତାରିଖ, ଶୁଭ ସମୟ ଓ ପୂଜା ପ୍ରଣାଳୀ