Indira Gandhi: ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଓ ୟୁକ୍ରେନର ରାଷ୍ଟ୍ରପତି ଜେଲେନେସ୍କିଙ୍କ ମଧ୍ୟରେ ତୀବ୍ର ବିତର୍କ ଦେଖିବାକୁ ମିଳିଛି। ଏହା ପ୍ରଥମ ଥର ନୁହେଁ ଯେ କୌଣସି ଦେଶ ନିଜ ସ୍ୱାର୍ଥ ପାଇଁ ଲଢ଼େଇ କରିଛି। ଇନ୍ଦିରା ଗାନ୍ଧୀ ମଧ୍ୟ ଆମେରିକା ବିରୋଧରେ ସିଧାସଳଖ ଆଭିମୁଖ୍ୟ ଗ୍ରହଣ କରିଥିଲେ। ମହାଶକ୍ତି ହେବାକୁ ଆବଶ୍ୟକ ହୋଇଥାଏ ସାମରିକ ଶକ୍ତି ଓ ଅର୍ଥ ଶକ୍ତି। କିନ୍ତୁ ଜଣେ ଶକ୍ତିଶାଳୀ ନେତା ହେବା ପାଇଁ ଏସବୁ ଆବଶ୍ୟକ ହୋଇନଥାଏ। ଦରକାର ଥାଏ … Continue reading ଜେଲେନେସ୍କିଙ୍କ ଭଳି ଏହି ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ଅପମାନିତ କରିଥିଲେ ଆମେରିକା ରାଷ୍ଟ୍ରପତି, କିନ୍ତୁ ଗୋଟିଏ ଦିନ ପରେ ଉତ୍ତର ଦେଇଥିଲା ଭାରତ
Copy and paste this URL into your WordPress site to embed
Copy and paste this code into your site to embed