WhatsApp Vs Arattai ।। କ’ଣ ହ୍ୱାଟସ୍ ଆପ୍ ସାମ୍ରାଜ୍ୟକୁ ଧ୍ୱଂସ କରିବାକୁ ଆସିଛି ଅରଟ୍ଟୈ ଆପ୍ ?
ଭାରତର ଡିଜିଟାଲ୍ ମେସେଜିଂ ବଜାରରେ ବର୍ତ୍ତମାନ ଦୁଇଟି ବଡ଼ ନାମ ଚର୍ଚ୍ଚାରେ ରହିଛି ପ୍ରଥମ ହ୍ୱାଟସ୍ ଆପ୍ ଓ ଦ୍ୱିତୀୟର ନାମ ହେଉଛି ଅରଟ୍ଟୈ । ମେଟାର ହ୍ୱାଟସ୍ ଆପ୍କୁ ବିଶ୍ୱର ୩ ବିଲିୟନର ଅଧିକ ୟୁଜର ବ୍ୟବହାର କରୁଛନ୍ତି। ୩ଶହ କୋଟି ୟୁଜର ସହିତ ଏହା ଇନଷ୍ଟାଣ୍ଟ୍ ମେସେଜିଂ ଦୁନିଆରେ ଏକ ନମ୍ବର ସ୍ଥାନରେ ଅଛି । ଅନ୍ୟପକ୍ଷରେ ଭାରତୀୟ କମ୍ପାନୀ ଜୋହୋର ଦେଶୀ ଆପ୍ ଅରଟ୍ଟୈ ଭାରତରେ ଧୂମ୍ ମଚାଉଛି ଓ ଆପ୍ ଷ୍ଟୋର … Continue reading WhatsApp Vs Arattai ।। କ’ଣ ହ୍ୱାଟସ୍ ଆପ୍ ସାମ୍ରାଜ୍ୟକୁ ଧ୍ୱଂସ କରିବାକୁ ଆସିଛି ଅରଟ୍ଟୈ ଆପ୍ ?
Copy and paste this URL into your WordPress site to embed
Copy and paste this code into your site to embed