ସାବଧାନ! ହ୍ଵାଟସ୍ଅପ୍ ରେ ଚାଲିଛି “ନିଖୋଜ ସ୍କାମ”
Whatsapp Missing Scam: ଆଜିର ସମୟରେ ହ୍ଵାଟସ୍ଅପ୍ ସମସ୍ତଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ପାଲଟିଛି । ଏଠାରେ ଲୋକ ମ୍ୟାସେଜ୍, ଭିଡିଓ, ଫୋଟୋ ଶେୟାର କରିବା ସହିତ ସେମାନଙ୍କର କିଛି ଆବଶ୍ୟକ କାମ ମଧ୍ୟ କରନ୍ତି। କିନ୍ତୁ ଏହା ସାଇବର ଅପରାଧୀମାନଙ୍କର ପାଇଁ ମଧ୍ୟ ଏକ ସହଜ ପ୍ଲାଟଫର୍ମ ହୋଇଯାଇଛି । ଯେଉଁଥିରେ ସେମାନେ ଅତି ସହଜରେ ଲୋକଙ୍କୁ ଲୁଟି ପାରୁଛନ୍ତି । ନିକଟରେ ଠକେଇର ଆଉ ଏକ ସ୍କାମ ଭାଇରାଲ ହେଉଛି । ଯାହାର … Continue reading ସାବଧାନ! ହ୍ଵାଟସ୍ଅପ୍ ରେ ଚାଲିଛି “ନିଖୋଜ ସ୍କାମ”
Copy and paste this URL into your WordPress site to embed
Copy and paste this code into your site to embed