ଓଡ଼ିଶାରେ ଆରମ୍ଭ ହେଲା ହ୍ୱାଟ୍ସଆପ୍ ସରକାର, ମହାରାଷ୍ଟ୍ର, ଆନ୍ଧ୍ର ପରେ ଦେଶରେ ତୃତୀୟ ରାଜ୍ୟ
Government on whatsapp: ରାଜ୍ୟରେ ଏକ ୟୁନିଫାଏଡ୍ ହ୍ଵାଟ୍ସଆପ୍ ଚାଟ୍ବଟ୍ ଆରମ୍ଭ ହୋଇଛି। ଏହି ଚାଟ୍ବଟ୍ ମାଧ୍ୟମରେ ଗୋଟିଏ ହ୍ୱାଟ୍ସଆପ୍ ନମ୍ବର ଜରିଆରେ ଜନ୍ମ ଓ ଆୟ ପ୍ରମାଣପତ୍ର ପାଇବା, ଡ୍ରାଇଭିଂ ଓ ସାର ଲାଇସେନ୍ସ ପାଇଁ ଆବେଦନ କରିବା ଏବଂ ଜାତୀୟ ପରିବାର ମଙ୍ଗଳ ଯୋଜନା ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସରକାରୀ ସେବା ପାଇପାରିବେ। ରାଜ୍ୟରେ ଆରମ୍ଭ ହୋଇଛି ହ୍ୱାଟ୍ସଆପ୍ ସରକାର। ନାଗରିକ ସେବାଗୁଡ଼ିକୁ ତୁରନ୍ତ ଏବଂ ତ୍ୱରିତ ଦିଗରେ ସମାଧାନ କରିବା ଲାଗି ଏହି … Continue reading ଓଡ଼ିଶାରେ ଆରମ୍ଭ ହେଲା ହ୍ୱାଟ୍ସଆପ୍ ସରକାର, ମହାରାଷ୍ଟ୍ର, ଆନ୍ଧ୍ର ପରେ ଦେଶରେ ତୃତୀୟ ରାଜ୍ୟ
Copy and paste this URL into your WordPress site to embed
Copy and paste this code into your site to embed