ମାଡ଼ ଖାଇବା ପରେ ଏବେ କ’ଣ କରିବ ପାକିସ୍ତାନ ?

ଅପରେଶନ ସିନ୍ଦୂର ପରେ ପାକିସ୍ତାନ ଆନ୍ତର୍ଜାତୀକ ସ୍ତରରେ ଭାରତ ବିରୋଧରେ ଅପପ୍ରଚାର ଆରମ୍ଭ କରିଛି ଯାହାଦ୍ଵାରା ସେ ଅପମାନରୁ ରକ୍ଷା ପାଇପାରିବ। ପାକିସ୍ତାନ ଭାରତ ଉପରେ ଅଭିଯୋଗ ଲଗାଇଛି ଯେ ଏୟାର ଷ୍ଟ୍ରାଇକର ଆଳରେ ଭାରତ ମହିଳା, ଶିଶୁ ଏବଂ ମସଜିଦକୁ ନଷ୍ଟ କରିଛି। ପାକିସ୍ତାନ ଆଜି କିଛି ସ୍ଥାନକୁ କଥିତ ଆନ୍ତର୍ଜାତୀକ ଗଣମାଧ୍ୟମକୁ ମଧ୍ୟ ନେଇଯାଇପାରେ। ବୁଧବାର ସକାଳେ ଭାରତ ପାକିସ୍ତାନର ସେହି ଅଞ୍ଚଳରେ ମିସାଇଲ ମାଡ଼ କରିଥିଲା, ଯେଉଁଠାରେ ଆତଙ୍କବାଦୀ ପ୍ରଶିକ୍ଷଣ ଶିବିର ଚାଲିଥିଲା। … Continue reading ମାଡ଼ ଖାଇବା ପରେ ଏବେ କ’ଣ କରିବ ପାକିସ୍ତାନ ?