What will Lenin answer Badri? ।। ବଦ୍ରୀଙ୍କୁ କି ଉତ୍ତର ଦେବେ ଲେନିନ?

ରାଜନୀତିରେ କେତେକ ଦିନ ଉତ୍ସବ ନୁହେଁ, ଆଇନା ହୁଏ। ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ୨୦୨୫ ଠିକ୍ ସେହି ଆଇନା। ମଞ୍ଚରେ ଥିଲା-ଶାସନକାଳର ସ୍ମୃତି, ନବୀନ ପଟ୍ଟନାୟକଙ୍କ ନାମ, ଲିଗାସିର ଗର୍ବ। କିନ୍ତୁ ମଞ୍ଚ ତଳେ-ଦଳ ଭିତରର ଅସନ୍ତୋଷ, ଅଭିଯୋଗ, ଦମିତ କ୍ରୋଧ। ଗୋଟିଏ ପକ୍ଷରେ- ବିଜେଡିର ପରମାନେଣ୍ଟ ଜୁନିଅର ମୁଖପାତ୍ର ଲେନିନ ମହାନ୍ତି, ମିଡିଆ ଉପରେ ଆଙ୍ଗୁଳି ଉଠାଇ କହୁଛନ୍ତି- “ମିଡିଆ ମିଛ ଖବର କରିଛି, କ୍ଷମା ମାଗୁ।” ଅନ୍ୟ ପକ୍ଷରେ- ବଦ୍ରୀ ନାରାୟଣ … Continue reading What will Lenin answer Badri? ।। ବଦ୍ରୀଙ୍କୁ କି ଉତ୍ତର ଦେବେ ଲେନିନ?