ଏବେ କି ହେବ ମୋହନ ସରକାରର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ? || What will happen now with the Mohan Sarkar’s cabinet expansion?

ଅମିତ ଶାହଙ୍କ ଆଶୀର୍ବାଦ ପାଇଲେ କି ମୋହନ ମାଝୀ ? ଓଡ଼ିଶା ବିଜେପିରେ ବଦଳୁଛି କି ଶକ୍ତି ସମୀକରଣ ? ରାଜ୍ୟରେ ପ୍ରଥମ ଥର ପାଇଁ କ୍ଷମତାକୁ ଆସିଥିବା ଭାରତୀୟ ଜନତା ପାର୍ଟି ସରକାରକୁ ନେଇ ଏବେ ସବୁଠାରୁ ବଡ଼ ରାଜନୈତିକ ପ୍ରଶ୍ନ ହେଉଛି—ଏବେ କି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ ? ଗତ କିଛି ମାସ ଧରି ଏହି ପ୍ରଶ୍ନ ନେଇ ଦଳୀୟ ମହଳରୁ ଆରମ୍ଭ କରି ପ୍ରଶାସନିକ କରିଡୋର ପର୍ଯ୍ୟନ୍ତ ବହୁ ଚର୍ଚ୍ଚା ହୋଇଛି। କେବେ … Continue reading ଏବେ କି ହେବ ମୋହନ ସରକାରର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ? || What will happen now with the Mohan Sarkar’s cabinet expansion?