ପ୍ରତିଦିନ କଞ୍ଚା ରସୁଣ ଖାଇଲେ କଣ ହେବ? ଜାଣନ୍ତୁ…

 GARLIC: ଖାଦ୍ୟର ସ୍ୱାଦ ବୃଦ୍ଧି କରିବା ପାଇଁ ରସୁଣ ବ୍ୟବହାର କରାଯାଏ। ଆପଣ କ’ଣ ଜାଣନ୍ତି ଯେ ରସୁଣ ଖାଇବା ଦ୍ୱାରା ପାଚନ କ୍ରିୟା ମଜବୁତ ହୁଏ? ଆସନ୍ତୁ ଜାଣିବା… ରସୁଣର ଗରମ ପ୍ରକୃତି ଥିବାରୁ ଗ୍ରୀଷ୍ମ ଋତୁରେ ରସୁଣ ଖାଇବା ନିଷେଧ। କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ରସୁଣରେ ଅନେକ ପୋଷକ ତତ୍ତ୍ୱ ମିଳିଥାଏ ଯାହା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇପାରେ। ପାଚନ ତନ୍ତ୍ରଠାରୁ ଆରମ୍ଭ କରି କୋଲେଷ୍ଟ୍ରଲ ପର୍ଯ୍ୟନ୍ତ, ରସୁଣ ସ୍ୱାସ୍ଥ୍ୟ … Continue reading ପ୍ରତିଦିନ କଞ୍ଚା ରସୁଣ ଖାଇଲେ କଣ ହେବ? ଜାଣନ୍ତୁ…