What will Congress do now? ।। କଂଗ୍ରେସ ଏବେ କରିବ କଣ ?

କଂଗ୍ରେସ ଏବେ କରିବ କଣ ? ବିଭିନ୍ନ ସମୟରେ ନାରୀ ସୁରକ୍ଷାକୁ ନେଇ କଂଗ୍ରେସ ସରକାରଙ୍କୁ ରଖେଇ ଥୋଇ ଦେଉନଥିବା ବେଳେ ଏବେ କଂଗ୍ରେସ ସଭାପତି ଉଦିତ ପ୍ରଧାନ ବଳାତ୍କାର ମାମଲାରେ ଗିରଫ ହେବା ପରେ କଂଗ୍ରେସ ନାକରେ ପାଣି ପଶିଯାଇଛି । କଂଗ୍ରେସ ଆଉ କରିବା କଣ ? ପୂର୍ବରୁ କଂଗ୍ରେସ ନାରିସୁରକ୍ଷାକୁ ପ୍ରସଙ୍ଗକରି ବିଧାନସଭାରେ ସ୍ୱର ଉତଳନ କରିଥିବବା ବେଳେ ବିଧାନସଭାରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହେବା ପରେ ପରେ କଂଗ୍ରେସ ବରିଷ୍ଠ ନେତା … Continue reading What will Congress do now? ।। କଂଗ୍ରେସ ଏବେ କରିବ କଣ ?