What will change sixth schedule and Statehood in Ladakh? ।। ଲଦାଖକୁ ରାଜ୍ୟ ମାନ୍ୟତା ପ୍ରଦାନ ଦ୍ୱାରା କ’ଣ ବଦଳିବ?

ଲଦାଖକୁ ପୂର୍ଣ୍ଣାଙ୍ଗ ରାଜ୍ୟ ମାନ୍ୟତା ଦେବା ଓ ଏହି ଅଞ୍ଚଳକୁ ଷଷ୍ଠ ଅନୁସୂଚୀରେ ଅନ୍ତର୍ଭୁକ୍ତ କରିବା ଦାବି ନେଇ ଚାଲିଥିବା ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ମଧ୍ୟରେ ହିଂସା ସୃଷ୍ଟି ହୋଇଛି। ବିଜେପିର କାର୍ଯ୍ୟାଳୟକୁ ପୋଡ଼ି ଦିଆଯାଇଛି। କେନ୍ଦ୍ରୀୟ ବାହିନୀର କିଛି ଗାଡ଼ି ମଧ୍ୟ ଜାଳି ଦିଆଯାଇଛି। ଜଳାପୋଡ଼ା-ହିଂସା ପରେ ଆନ୍ଦୋଳନର ନେତୃତ୍ୱ ନେଇଥିବା ସାମାଜିକ କାର୍ଯ୍ୟକର୍ତ୍ତା ସୋନମ ଓ୍ୱାଙ୍ଗଚୁକ ତାଙ୍କ ଅନଶନ ସମାପ୍ତ କରିଛନ୍ତି। ସେ ଲୋକଙ୍କୁ ହିଂସା ନ କରିବାକୁ ଅପିଲ କରିଛନ୍ତି । ତେବେ ସମ୍ବିଧାନର … Continue reading What will change sixth schedule and Statehood in Ladakh? ।। ଲଦାଖକୁ ରାଜ୍ୟ ମାନ୍ୟତା ପ୍ରଦାନ ଦ୍ୱାରା କ’ଣ ବଦଳିବ?