କ’ଣ ହେବ ରେଳ ବଜେଟ୍? ବଡ଼ ଉପହାର ମିଳିପାରେ

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ଆର୍ଥିକବର୍ଷ ବଜେଟରେ ରେଳବାଇକୁ ୨.୬୫ ଲକ୍ଷ କୋଟି ଟଙ୍କା ଦେଇଥିଲେ। ଯେଉଁଥିରେ ରେଳ କର୍ମଚାରୀଙ୍କ ଦରମା ଏବଂ ପେନସନ ସହିତ ଭାରତୀୟ ରେଳର ଆଧୁନିକୀକରଣ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ଥିଲା। ହେଲେ ଏଥର ବଜେଟରେ ରେଳବାଇକୁ ଏକ ବଡ଼ ଉପହାର ମିଳିପାରେ। ଫେବୃଆରୀ ପହିଲାରେ ଅର୍ଥମନ୍ତ୍ରୀ ୨୦୨୫-୨୬ ଆର୍ଥିକବର୍ଷ ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିବେ। ଏହି ବଜେଟରେ, ଅର୍ଥମନ୍ତ୍ରୀ ଭାରତୀୟ ରେଳବାଇ ପାଇଁ ଏକ ବଡ଼ ଉପହାର ଘୋଷଣା କରିପାରନ୍ତି। … Continue reading କ’ଣ ହେବ ରେଳ ବଜେଟ୍? ବଡ଼ ଉପହାର ମିଳିପାରେ