ଦ୍ୱିତୀୟ ବିଶ୍ୱଯୁଦ୍ଧର କଳା ସତ : ବଳପୂର୍ବକଙ୍କ ମହିଳାଙ୍କୁ ଜାପାନୀ ସେନା କରିଥିଲା ଯୌନଦାସୀ

Second World War: ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେବା ପରେ ଜାପାନ ବ୍ୟାପକ ପରିମାଣରେ ମହିଳାଙ୍କୁ ନିଯୁକ୍ତି ଦେବା ଆରମ୍ଭ କରିଥିଲା। ସେମାନେ ଏହାର ସେନାର ଏକ ଅତ୍ୟାବଶ୍ୟକ ଅଙ୍ଗ ଥିଲେ। ସେମାନଙ୍କ ଷ୍ଟେସନ ସମଗ୍ର ବିଶ୍ୱରେ ବ୍ୟାପିଯାଇଥିଲା। ତେବେ ଏଥିପାଇଁ ଜାପାନକୁ ଅନେକ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧର ଇତିହାସର ଫର୍ଦ୍ଦ ଭିତରେ ଲୁଚି ରହିଛି ଏମିତି ଅନେକ କଳା ସତ ଯାହା ଛାତି ଥରାଇ ଦିଏ। ଯୁଦ୍ଧର ଘନଘଟା ଭିତରେ କେବଳ … Continue reading ଦ୍ୱିତୀୟ ବିଶ୍ୱଯୁଦ୍ଧର କଳା ସତ : ବଳପୂର୍ବକଙ୍କ ମହିଳାଙ୍କୁ ଜାପାନୀ ସେନା କରିଥିଲା ଯୌନଦାସୀ