ଅପରେସନ ସିନ୍ଦୂର ପରେ ବନ୍ଧୁକ ଶାନ୍ତ ହୋଇଛି, କିନ୍ତୁ ପରିବେଶ ଉତ୍ତେଜନାପୂର୍ଣ୍ଣ ରହିଛି। ପରାଜୟ ସତ୍ତ୍ୱେ ପାକିସ୍ତାନ ନିଜ ଜନତାଙ୍କୁ ଭ୍ରମିତ କରିବା ପାଇଁ ମିଥ୍ୟା ବିଜୟର ଅଭିଯାନ ଚଳାଇଛି। ଅନ୍ୟପଟେ, ଭାରତୀୟ ସାଂସଦଙ୍କର ସାତଟି ପ୍ରତିନିଧି ଦଳ ୩୩ଟି ଦେଶରେ କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନର କୁକର୍ମର ଗୁମର ଫିଟାଉଛନ୍ତି। ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଷଣରେ କାଶ୍ମୀର, ପାକିସ୍ତାନ ଓ ଅପରେସନ ସିନ୍ଦୁର ଛାଇ ରହିଛି। ଏହାରି ମଧ୍ୟରେ ମୋଦୀ ସରଦାର ପଟେଲଙ୍କର କାଶ୍ମୀର ସମ୍ପର୍କିତ … Continue reading What was the disagreement between Nehru and Sardar Patel regarding Kashmir? ।। କାଶ୍ମୀରକୁ ନେଇ ନେହେରୁ ଓ ସର୍ଦ୍ଦାର ପଟେଲଙ୍କ ମଧ୍ୟରେ କ’ଣ ଥିଲା ମତଭେଦ?
Copy and paste this URL into your WordPress site to embed
Copy and paste this code into your site to embed