ମମତା, ନବୀନ ଓ ନୀତିଶଙ୍କ ଭୁଲ୍‌ରୁ ଆଞ୍ଚଳିକ ଦଳ କଣ ଶିଖିବା ଉଚିତ? || What should regional parties learn from the mistakes of Mamata, Naveen and Nitish?

୨୦୧୭ ମସିହାର ଏକ ଗରମ ଅପରାହ୍ନର କଥା। ଦିଲ୍ଲୀର ସଫଦରଜଙ୍ଗ ରୋଡ୍ ବାସଭବନରେ ଜଣେ ବରିଷ୍ଠ କଂଗ୍ରେସ ନେତା ବହୁତ ମ୍ରିୟମାଣ ହୋଇ ବସିଥିଲେ। କଂଗ୍ରେସ ଦଳ ଦିନକୁ ଦିନ ତଳକୁ ଖସୁଥିଲା, କିନ୍ତୁ ଦଳର ହାଇକମାଣ୍ଡଙ୍କ ପାଖରେ କୌଣସି ରଣନୀତି ନ ଥିଲା। ସେହି ସମୟରେ ସେହି ବରିଷ୍ଠ ନେତା ଜଣକ ଜଣେ ବରିଷ୍ଠ ସାମ୍ବାଦିକଙ୍କୁ ଏକ ବଡ଼ କଥା କହିଥିଲେ। ସେ ନିଜ ଗୋଡ଼ର ଗଣ୍ଠିକୁ ଦେଖାଇ କହିଥିଲେ— “ଏହି ଲୋକମାନେ ବିଜେପିକୁ ଚିହ୍ନିନାହାନ୍ତି। … Continue reading ମମତା, ନବୀନ ଓ ନୀତିଶଙ୍କ ଭୁଲ୍‌ରୁ ଆଞ୍ଚଳିକ ଦଳ କଣ ଶିଖିବା ଉଚିତ? || What should regional parties learn from the mistakes of Mamata, Naveen and Nitish?