ବିଧାନସଭା ହଙ୍ଗାମା ପଛରେ କେଉଁ ରାଜନୀତି?

ଓଡ଼ିଶା ବିଧାନସଭାର ଚାଲୁ ଅଧିବେଶନ ଚାଷୀ ପ୍ରସଙ୍ଗକୁ କେନ୍ଦ୍ର କରି ଅଭୂତପୂର୍ବ ରାଜନୀତିକ ତାପମାତ୍ରାକୁ ଛୁଇଁଛି। ଚାରି ଦିନ ଧରି ଗୃହ ଯଥାର୍ଥ ଭାବେ ଚାଲିପାରୁନି। ବିରୋଧୀ ଦଳ ଚାଷୀମାନଙ୍କ ମଣ୍ଡି ସମସ୍ୟା, ଟୋକନ ଅନିୟମିତତା, କଟ୍‌ନି–ଛଟ୍‌ନି ଅଭିଯୋଗ ଓ ଅନ୍ୟାନ୍ୟ ଅସନ୍ତୋଷକୁ ଆଗରେ ରଖି ଗୃହକାର୍ଯ୍ୟ ବାଧାଗ୍ରସ୍ତ କରିଛନ୍ତି। ଶାସକ ଦଳ ଏହାକୁ ଯୋଜନାବଦ୍ଧ ରାଜନୀତିକ ଚାଲ ବୋଲି ଅଭିଯୋଗ କରୁଛି। ରାଜନୈତିକ ମହଲରେ ଏବେ ପ୍ରଶ୍ନ—ଏହା କେବଳ ଚାଷୀଙ୍କ ପକ୍ଷରେ ଲଢ଼ାଯାଉଥିବା ଆନ୍ଦୋଳନ, ନାକି … Continue reading ବିଧାନସଭା ହଙ୍ଗାମା ପଛରେ କେଉଁ ରାଜନୀତି?