ଭାରତର ସ୍ୱାଧିନତା ପରେ କ’ଣ କରିବାକୁ ଚାହୁଁଥିଲେ ନେତାଜୀ?

Birthday Subhash Chandra Bose: ସ୍ୱାଧୀନତା ସଂଗ୍ରାମ ସମୟରେ ସୁଭାଷ ଚନ୍ଦ୍ର ବୋଷ ବାରମ୍ବାର ଆଜାଦ ହିନ୍ଦ ଫୌଜର ସହଯୋଗୀମାନଙ୍କୁ କହିଥିଲେ ଯେ ସେ ଦେଶକୁ ସ୍ୱାଧୀନ କରିବା ପରେ ହିମାଳୟ ଯିବାକୁ ଚାହୁଁଛନ୍ତି। ନେତାଜୀ କାହିଁକି ବାରମ୍ବାର ଏପରି କହୁଥିଲେ? ସ୍ୱାଧୀନତା ପରେ ଯୋଗୀ ହେବାକୁ ଚାହୁଁଥିଲେ ସୁଭାଷ ଚନ୍ଦ୍ର ବୋଷ ଧ୍ୟାନକୁ ନେତାଜୀ ନିଜ ଜୀବନର ପ୍ରକୃତ ଲକ୍ଷ୍ୟ ବୋଲି ଭାବୁଥିଲେ ସୁଭାଷ ବୋଷ ତନ୍ତ୍ର ସାଧନା ଓ ମନ୍ତ୍ର ଶକ୍ତିରେ ବିଶ୍ୱାସ କରୁଥିଲେ … Continue reading ଭାରତର ସ୍ୱାଧିନତା ପରେ କ’ଣ କରିବାକୁ ଚାହୁଁଥିଲେ ନେତାଜୀ?