ପଶ୍ଚିମ ଦେଶଗୁଡ଼ିକୁ କ’ଣ ବାର୍ତ୍ତା ଦେବେ? || What message will it give to Western countries?

ଯୁକ୍ତରାଷ୍ଟ୍ର ଏବଂ ୟୁରୋପୀୟ ଶକ୍ତିମାନଙ୍କ ଦ୍ୱାରା ଲାଗୁ ହୋଇଥିବା ପ୍ରତିବନ୍ଧକ, ୨୧ମ ଶତାବ୍ଦୀର ସବୁଠାରୁ ଚିନ୍ତାଜନକ ଲମ୍ବା ଯୁଦ୍ଧ- ରୁଷ୍‍–ୟୁକ୍ରେନ ସଂଘର୍ଷ, ଏବଂ ବିଶ୍ୱ ଶକ୍ତି ସମୀକରଣର ଦ୍ରୁତ ପରିବର୍ତ୍ତନ; ଏସବୁ ଚ୍ୟାଲେଞ୍ଜ ମଧ୍ୟରେ ଭାରତ ପହଞ୍ଚିଛନ୍ତି ରୁଷ୍‍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍। ଏହି ଗସ୍ତ କେବଳ ଦ୍ୱିପାକ୍ଷିକ ସମ୍ପର୍କର ପରମ୍ପରାଗତ ପ୍ରସଙ୍ଗ ନୁହେଁ, ଆଜିର ପରିସ୍ଥିତିରେ ଏହା ଏକ ଜିଓପଲିଟିକାଲ୍ ମେସେଜିଂ ଅପରେସନ୍। ପ୍ରଶ୍ନ ହେଉଛି- ପଶ୍ଚିମ ଦେଶମାନଙ୍କୁ ଏହି ଗସ୍ତ କ’ଣ ବାର୍ତ୍ତା ଦେଲା? … Continue reading ପଶ୍ଚିମ ଦେଶଗୁଡ଼ିକୁ କ’ଣ ବାର୍ତ୍ତା ଦେବେ? || What message will it give to Western countries?