What lessons were learned from the Ahmedabad plane crash? ।। ଅହମ୍ମଦାବାଦ ବିମାନ ଦୁର୍ଘଟଣାରୁ କ’ଣ ଶିକ୍ଷା ମିଳିଲା ?

କୁହାଯାଏ ପାଦରେ ଚାଲିକି ହେଉ ବା ଯାନବାହନରେ – ସଡ଼କ ଅତିକ୍ରମ କରିବା ଅପେକ୍ଷା ବିମାନ ଯାତ୍ରା ନିରାପଦ । ନିକଟ ଅତୀତରେ ଅହମ୍ମଦାବାଦରେ ଘଟି ଯାଇଥିବା ବିମାନ ଦୁର୍ଘଟଣାରେ କେବଳ ବିମାନ ଭିତରେ ବସିଥିବା ଯାତ୍ରୀମାନଙ୍କ ଜୀବନ ନୁହେଁ ବରଂ ନିକଟବର୍ତ୍ତୀ କଲେଜ ହଷ୍ଟେଲ ଭିତରେ ଥିବା କିଛି ଡାକ୍ତରୀ ଛାତ୍ର ଏବଂ ସଡ଼କରେ ଯାତାୟାତ କରୁଥିବା କିଛି ଯାତ୍ରୀଙ୍କ ଜୀବନ ମଧ୍ୟ ନେଇଛି । ନିରାପତ୍ତା ସମ୍ପର୍କିତ ଉପରୋକ୍ତ ଧାରଣାକୁ ଏହା ବଦଳାଇ ଦେଇ … Continue reading What lessons were learned from the Ahmedabad plane crash? ।। ଅହମ୍ମଦାବାଦ ବିମାନ ଦୁର୍ଘଟଣାରୁ କ’ଣ ଶିକ୍ଷା ମିଳିଲା ?