what is Trump’s plan? ।। ନ୍ୟୁୟର୍କରେ ଆମେରିକା, ଇସ୍ରାଏଲ ଏବଂ କାତାର ମଧ୍ୟରେ ‘ଗୁପ୍ତ ବୈଠକ’ ଅନୁଷ୍ଠିତ, ଟ୍ରମ୍ପଙ୍କ ଯୋଜନା କ’ଣ?

ରବିବାର, ଡିସେମ୍ବର ୭ ତାରିଖରେ ନ୍ୟୁୟର୍କରେ ଆମେରିକା, ଇସ୍ରାଏଲ ଏବଂ କାତାର ଏକ ଗୁପ୍ତ ବୈଠକ କରିଥିଲେ। ଆମେରିକୀୟ ସମ୍ବାଦ ସଂସ୍ଥା ଆକ୍ସିଓସ୍ ଏହା ସୂଚନା ଦେଇଛି। ଏହି ତ୍ରିପାକ୍ଷିକ ବୈଠକକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି କାରଣ କିଛି ମାସ ପୂର୍ବରୁ ଇସ୍ରାଏଲ କାତାରର ରାଜଧାନୀ ଦୋହାରେ ହମାସ ନେତାମାନଙ୍କୁ ଟାର୍ଗେଟ କରି ଅସଫଳ ବିମାନ ଆକ୍ରମଣ କରିଥିଲା। ଦୁଇଟି ସୂତ୍ର ଆକ୍ସିଓସ୍ କୁ କହିଛନ୍ତି ଯେ ଗାଜାରେ ଯୁଦ୍ଧ ସମାପ୍ତ କରିବା ପାଇଁ ଚୁକ୍ତି … Continue reading what is Trump’s plan? ।। ନ୍ୟୁୟର୍କରେ ଆମେରିକା, ଇସ୍ରାଏଲ ଏବଂ କାତାର ମଧ୍ୟରେ ‘ଗୁପ୍ତ ବୈଠକ’ ଅନୁଷ୍ଠିତ, ଟ୍ରମ୍ପଙ୍କ ଯୋଜନା କ’ଣ?