ଏମାନଙ୍କ ଧର୍ମ କ’ଣ? || What is their religion?

ଆମେ ସବୁବେଳେ ଦେଶର ବାହ୍ୟ ଶତ୍ରୁ, ସୀମାରେ ଚାଲିଥିବା ଆକ୍ରମଣ କିମ୍ବା ଆଭ୍ୟନ୍ତରୀଣ ନକ୍ସଲ ହିଂସା ବିଷୟରେ କଥା ହେଉ। କିନ୍ତୁ ଆଜି ଆପଣଙ୍କ ସାମ୍ନାରେ ଏକ ଏପରି ପ୍ରସଙ୍ଗ ଉଠାଇବାକୁ ଯାଉଛି, ଯାହା ଏହିସବୁଠାରୁ ଅଧିକ ଭୟଙ୍କର। ଆଜି କଥା ହେବା ସେହି ଉଇ ରୂପକ ଲୋକମାନଙ୍କ କଥା, ଯେଉଁମାନେ ଆମ ସମାଜ ଭିତରେ ବର୍ଷ ବର୍ଷ ଧରି ଲୁଚି ରହିଛନ୍ତି। ବାହାରୁ ଦେଖିବାକୁ ସେମାନେ ଆମରି ଭଳି ଲାଗନ୍ତି, କିନ୍ତୁ ଭିତରୁ ସେମାନେ ଆମ … Continue reading ଏମାନଙ୍କ ଧର୍ମ କ’ଣ? || What is their religion?