ଅପରେସନ ସିନ୍ଦୂର ପରଠାରୁ, ଭାରତ ପାକିସ୍ତାନର ପରମାଣୁ ପ୍ରତିଷ୍ଠାନ, କିରାଣା ହିଲ୍ସକୁ ମଧ୍ୟ ଟାର୍ଗେଟ କରିଥିଲା କି ନାହିଁ ସେ ବିଷୟରେ କଳ୍ପନାଜଳ୍ପନା ଚାଲିଛି। ଏହି ବିଷୟ ସମ୍ପର୍କରେ ବିଭିନ୍ନ ରିପୋର୍ଟ ଏବଂ ଫଟୋଗ୍ରାଫ୍ ସାମ୍ନାକୁ ଆସିଛି। ଏହି ପ୍ରସଙ୍ଗ ରଣନୈତିକ, ତେଣୁ ସ୍ପଷ୍ଟ ଭାବରେ କିଛି କୁହାଯାଇ ନଥିଲା। ତଥାପି, ବର୍ତ୍ତମାନ ଭାରତୀୟ ବାୟୁସେନାର ଭାଇସ୍ ଏୟାର ଚିଫ୍ ମାର୍ଶାଲ୍ ନାଗେଶ କପୁର “ନାଁ” କହି ଏହି ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ଅପରେସନ ସିନ୍ଦୂରରେ … Continue reading ଅପରେସନ ସିନ୍ଦୁରରେ ପରମାଣୁ ଆକ୍ରମଣର ସତ୍ୟତା କ’ଣ? || What is the truth about the nuclear attack in Operation Sindoor?
Copy and paste this URL into your WordPress site to embed
Copy and paste this code into your site to embed