What is the reason for the Pakistani army chief going after Imran’s wife? II ଇମ୍ରାନଙ୍କ ପତ୍ନୀଙ୍କ ପଛରେ ପାକିସ୍ତାନୀ ସେନାମୁଖ୍ୟ ପଡ଼ିବାର କାରଣ କ’ଣ ?

ଆଦିୟାଲା ଜେଲରେ ବନ୍ଦୀ ଥିବା ଇମରାନ ଖାନ ପାକିସ୍ତାନ ସେନାମୁଖ୍ୟ ଅସିମ ମୁନିରଙ୍କ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଲଗାଇଛନ୍ତି। ଇମରାନ କହିଛନ୍ତି ଯେ ଯେତେବେଳେ ସେ ପ୍ରଧାନମନ୍ତ୍ରୀ ଥିଲେ, ମୁନିର ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ଭେଟିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରିଥିଲେ। ବାରମ୍ବାର ପିଛା ମଧ୍ୟ କରିଥିଲେ କିନ୍ତୁ ବୁଶରା ମୁନିରଙ୍କୁ କୌଣସି ଗୁରୁତ୍ୱ ଦେଇନଥିଲେ। ଇମରାନ ଖାନ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ ଦାବି କରିଛନ୍ତି ଯେ ଜେନେରାଲ ମୁନିର … Continue reading What is the reason for the Pakistani army chief going after Imran’s wife? II ଇମ୍ରାନଙ୍କ ପତ୍ନୀଙ୍କ ପଛରେ ପାକିସ୍ତାନୀ ସେନାମୁଖ୍ୟ ପଡ଼ିବାର କାରଣ କ’ଣ ?