6,000 accidents, 9,000 deaths; What is the reason behind the Boeing plane crash? ।। ୬୦୦୦ ଦୁର୍ଘଟଣା,୯୦୦୦ ମୃତ୍ୟୁ; ବୋଇଂ ବିମାନ ଦୁର୍ଘଟଣା ପଛର କାରଣ କଣ ?

ସ୍ବୟଂ ସିଦ୍ଧ ଜୁନ ୧୨ ତାରିଖ ଗୁରୁବାର ଅପରାହ୍ନରେ ଗୁଜୁରାଟର ଅହମ୍ମଦାବାଦ ବିମାନବନ୍ଦରରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି । ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ବିମାନ AI-171 ଉଡ଼ାଣ ଭରିବାର ୩ ମିନିଟ ମଧ୍ୟରେ ଦୁର୍ଘଟଣା ଗସ୍ତ ହେବା ଫଳରେ ବ୍ୟାପକ ଧନଜୀବନର କ୍ଷୟକ୍ଷତି ଘଟିଛି । ଏହି ବିମାନରେ ଦୁଇଜଣ ପାଇଲଟଙ୍କ ସମେତ ୧୨ ଜଣ କ୍ରିୟୁ ମେମ୍ବର ଥିଲେ । ୨୩୦ ଯାତ୍ରୀ ଓ ୧୨ କ୍ରିୟୁ ମେମ୍ବରଙ୍କୁ ଯୋଡ଼ିଲେ … Continue reading 6,000 accidents, 9,000 deaths; What is the reason behind the Boeing plane crash? ।। ୬୦୦୦ ଦୁର୍ଘଟଣା,୯୦୦୦ ମୃତ୍ୟୁ; ବୋଇଂ ବିମାନ ଦୁର୍ଘଟଣା ପଛର କାରଣ କଣ ?