ପାକିସ୍ତାନ ଆକାଶରେ B350ର କାମ କ’ଣ?
ଅପରେସନ୍ ସିନ୍ଦୁର ପରେ ଭାରତ-ପାକିସ୍ତାନ ମଧ୍ୟରେ ହଠାତ୍ ଯୁଦ୍ଧବିରତି ଘୋଷଣା ହୋଇଛି। କିନ୍ତୁ, ସୋସିଆଲ ମିଡିଆରେ ଏହି ଯୁଦ୍ଧ ଏପର୍ଯ୍ୟନ୍ତ ଥମି ନାହିଁ। ସୋସିଆଲ ମିଡିଆରେ ଦାବି କରାଯାଉଛି ଯେ ଭାରତୀୟ ବାୟୁସେନାର କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନର ଏକ ପରମାଣୁ ଅଡ୍ଡାକୁ କ୍ଷତି ପହଞ୍ଚିଛି। ଯଦିଓ, ଗୋଟିଏ ଦିନ ପୂର୍ବରୁ ଭାରତୀୟ ବାୟୁସେନା ଏହି ଦାବିକୁ ଖଣ୍ଡନ କରିଥିଲା। ପରମାଣୁ ଆଡ୍ଡା ଉପରେ ଆକ୍ରମଣ ସମ୍ପର୍କରେ ପଚରା ଯାଇଥିବାବେଳେ, ବାୟୁ ଅପରେସନ୍ସର ମହାନିର୍ଦ୍ଦେଶକ (DGAO) ଏୟାର ମାର୍ଶାଲ ଏ.କେ. … Continue reading ପାକିସ୍ତାନ ଆକାଶରେ B350ର କାମ କ’ଣ?
Copy and paste this URL into your WordPress site to embed
Copy and paste this code into your site to embed