କେଉଁ ପରିଚୟରେ ଭେନେଜୁଏଲାରେ ପାଣ୍ଡିଆନ୍? || What is the identity of the Pandian in Venezuela?

ଓଡ଼ିଶା ରାଜନୀତିର ସବୁଠାରୁ ଚର୍ଚ୍ଚିତ, ସବୁଠାରୁ ସମାଲୋଚିତ ଏବଂ ପ୍ରଭାବଶାଳୀ ଚେହେରା, ତଥା ପୂର୍ବତନ ଆଇଏଏସ୍ ଅଧିକାରୀ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍। ୨୦୨୪ ନିର୍ବାଚନରେ ବିଜୁ ଜନତା ଦଳର ଅପ୍ରତ୍ୟାଶିତ ପରାଜୟ ପରେ, ଯିଏ ଦିନେ ଘୋଷଣା କରିଥିଲେ ଯେ ସେ ସକ୍ରିୟ ରାଜନୀତିରୁ ସମ୍ପୂର୍ଣ୍ଣ ସନ୍ନ୍ୟାସ ନେଉଛନ୍ତି, ସେ ଏବେ ପୁଣିଥରେ ଚର୍ଚ୍ଚାର ଶୀର୍ଷରେ। କିନ୍ତୁ ଏଥର ଚର୍ଚ୍ଚା ଭୁବନେଶ୍ୱରର ନବୀନ ନିବାସ କିମ୍ବା ଦିଲ୍ଲୀର ରାଜନୈତିକ କରିଡରକୁ ନେଇ ନୁହେଁ। ଏଥର ଖବର ଆସିଛି … Continue reading କେଉଁ ପରିଚୟରେ ଭେନେଜୁଏଲାରେ ପାଣ୍ଡିଆନ୍? || What is the identity of the Pandian in Venezuela?