କେଉଁ ଭୟ ଘାରିଛି ପାଣ୍ଡିଆନ୍‍ଙ୍କୁ

ଖବର ବଜାର ଗରମ। ପ୍ରଥମେ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଥିଲା। ତା’ପରେ କିଛି ଡିଜିଟାଲ ନ୍ୟୁଜ୍ ପ୍ଲାଟଫର୍ମ ସନ୍ନ୍ୟାସୀଙ୍କ ଦେଶାନ୍ତର ଖବର କଥା କହିବାକୁ ଲାଗିଲେ। କିଛି ଖବର ତ’ ଏମିତି ଲେଖାଯାଇଥିଲା ଯେମିତି ଲେଖକ କାନ୍ଦିକାନ୍ଦି ଲେଖିଥିଲେ। ଏଠି ଆମେ ଯେଉଁ ସନ୍ନ୍ୟାସୀଙ୍କ କଥା କହୁଛୁ ସେ କୌଣସି ଆଶ୍ରମରେ ରହୁନାହାନ୍ତି। ହଁ, ଯଦି ଆପଣ ନବୀନ ନିବାସକୁ ଆଶ୍ରମ ଭାବିବେ ତେବେ ତାହା ଅଲଗା କଥା। ଏବେ ଆପଣଙ୍କ ପାଇଁ ଚିତ୍ର ନିଶ୍ଚିତରୂପେ … Continue reading କେଉଁ ଭୟ ଘାରିଛି ପାଣ୍ଡିଆନ୍‍ଙ୍କୁ