ବିଜେପିର “ସରପ୍ରାଇଜ” କ’ଣ? || What is the BJP’s “surprise”?

ଓଡ଼ିଶାର ରାଜନୀତି ଏବେ ଆଉଥରେ ଦିଲ୍ଲୀମୁଖୀ ହୋଇଛି। ଆସନ୍ତା ରାଜ୍ୟସଭା ନିର୍ବାଚନକୁ ନେଇ ରାଜ୍ୟର ରାଜନୀତିକ ପରିବେଶ ସରଗରମ ହେବାରେ ଲାଗିଛି। ବିଜେପି ସହଜରେ ଦୁଇଟି ଆସନ ଜିତିପାରିବା ସ୍ଥିତିରେ ଥିବା ସତ୍ତ୍ୱେ, ତୃତୀୟ ଆସନକୁ ନେଇ ଯେ ଚର୍ଚ୍ଚା ଚାଲିଛି, ତାହା ରାଜ୍ୟ ରାଜନୀତିକୁ ନୂଆ ଦିଗ ଦେଉଛି। ବିଜେପି ବିଧାୟକ ଟଙ୍କଧରୂ ତ୍ରିପାଠୀଙ୍କ “ବିଜେପି ସରପ୍ରାଇଜ ଦେଇପାରେ” ଉକ୍ତି ରାଜନୀତିକ ମହଳରେ ଅପାର ଉତ୍ସୁକତା ସୃଷ୍ଟି କରିଛି। ଏହି ସରପ୍ରାଇଜ କ’ଣ? ଦଳର ବରିଷ୍ଠ … Continue reading ବିଜେପିର “ସରପ୍ରାଇଜ” କ’ଣ? || What is the BJP’s “surprise”?