ବର୍ଣ୍ଣବୋଧ ରଙ୍ଗ ବଦଳିବା ପଛରେ କାରଣ କ’ଣ ?

ବଦଳିଲା ଛବିଳ ମଧୁ ବର୍ଣ୍ଣବୋଧର ରୂପରେଖ। ହଟିଛି ବିଲେଇ, ରହିଛି ହରିଣର ଚିତ୍ର। ଛବିଳ ମଧୁ ବର୍ଣ୍ଣବୋଧର ରଙ୍ଗ ପୂର୍ବରୁ ଥିଲା କମଳା, କଳା ଓ ଧଳା। କିନ୍ତୁ ଏବେ ନୀଳ, ହଳଦିଆ, କମଳା ଓ ଧଳା ରଙ୍ଗ ଉପରେ ଗୁରୁତ୍ୱ ଦିଆଯାଇଛି। ୧୯୦୧ ମସିହାରେ ଏକ ଅଣାରେ ବର୍ଣ୍ଣବୋଧ ଲେଖାଯାଇଥିଲା। ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମେ ୧୯୦୧ ମସିହା ପୁରୁଣା ସମୟକୁ ଫେରିପାଇଛୁ। ଭକ୍ତକବି ମଧୁସୂଦନ ରାଓଙ୍କ ପୁଣ୍ୟ ଜନ୍ମତିଥି ଅବସରରେ ତାଙ୍କ ଦ୍ୱାରା ରଚିତ ବର୍ଣ୍ଣବୋଧର … Continue reading ବର୍ଣ୍ଣବୋଧ ରଙ୍ଗ ବଦଳିବା ପଛରେ କାରଣ କ’ଣ ?