୫୦-୩୦-୨୦ଥମ୍ ରୁଲ୍ କ’ଣ, ଯାହାର ପ୍ରୟୋଗ କରି ନୂଆ ନିବେଶକ ନିଜ ଭବିଷ୍ୟତ ସୁରକ୍ଷିତ କରିପାରିବେ

ଏଭଳି ଅନେକ ଥମ୍ ରୁଲ୍ ରହିଛି ଯାହା ନିବେଶ ଏବଂ ଆର୍ଥିକ ଯୋଜନା ପାଇଁ ବ୍ୟବହୃତ ହୁଏ। ଏହି ନିୟମଗୁଡ଼ିକୁ ବୁଦ୍ଧିମତା ଏବଂ ଶୃଙ୍ଖଳା ସହିତ ବ୍ୟବହାର କରିବାଦ୍ୱାରା ନିବେଶକମାନେ କେବଳ ସେମାନଙ୍କ ଆୟ ଏବଂ ନିବେଶ ମଧ୍ୟରେ ସନ୍ତୁଳନତା ରକ୍ଷା କରନ୍ତି ନାହିଁ ଆହୁରି ମଧ୍ୟ ଏହା ସେମାନଙ୍କୁ ନିଜ ନିବେଶରୁ ଅଧିକ ରିଟର୍ଣ୍ଣ ବାହାର କରିବାରେ ସାହାଯ୍ୟ କରିଥାଏ। ୫୦-୩୦-୨୦ ନିୟମ ଫାଇନାନ୍ସିଆଲ ପ୍ଲାନିଂର ଏଭଳି ଏକ ନିୟମ। ଏହି ନିୟମ ସାହାଯ୍ୟରେ ନୂଆ … Continue reading ୫୦-୩୦-୨୦ଥମ୍ ରୁଲ୍ କ’ଣ, ଯାହାର ପ୍ରୟୋଗ କରି ନୂଆ ନିବେଶକ ନିଜ ଭବିଷ୍ୟତ ସୁରକ୍ଷିତ କରିପାରିବେ