ବଜେଟରେ ସାଧାରଣ ଲୋକଙ୍କ ପାଇଁ କ’ଣ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି? ଜାଣନ୍ତୁ ୧୦ଟି ପ୍ରମୁଖ କଥା ।
ମଧ୍ୟବିତ୍ତଙ୍କୁ ଖୁସି କରିଛନ୍ତି ମୋଦି ସରକାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ୨୦୨୫ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ବଜେଟରେ ସାଧାରଣ ଲୋକ, ଯୁବକ, ଶିଳ୍ପ ଏବଂ ଅର୍ଥନୀତି ପାଇଁ ଅନେକ ବଡ ଘୋଷଣା କରାଯାଇଛି । ସରକାର ବଜେଟରେ ଘୋଷଣା କରିଛନ୍ତି ଯେ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୌଣସି ଟିକସ ଲାଗୁ ହେବ ନାହିଁ । ଚଳିତ ବଜେଟରେ ମଧ୍ୟବିତ୍ତବର୍ଗଙ୍କ ପ୍ରତି ସରକାର ବିଶେଷ ଧ୍ୟାନ ଦେଇଛନ୍ତି। ଚଳିତ ବଜେଟରେ ସାଧାରଣ … Continue reading ବଜେଟରେ ସାଧାରଣ ଲୋକଙ୍କ ପାଇଁ କ’ଣ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି? ଜାଣନ୍ତୁ ୧୦ଟି ପ୍ରମୁଖ କଥା ।
Copy and paste this URL into your WordPress site to embed
Copy and paste this code into your site to embed