‘ସମ୍ଭବ’ ମୋବାଇଲ ଫୋନ୍ କ’ଣ, ଯାହାକୁ ଚୀନ ସହିତ ଆଲୋଚନା କାଳରେ ବ୍ୟବହାର କରିଥିଲା ଭାରତୀୟ ସେନା

Sambhav Secure Smartphone: ଅକ୍ଟୋବରରେ ଚୀନ୍ ସହ ଆଲୋଚନାବେଳେ ଭାରତୀୟ ସେନା ଏହି ସ୍ମାର୍ଟଫୋନ ବ୍ୟବହାର କରିଥିଲା। ସେଥିମଧ୍ୟରୁ ପ୍ରାୟ ୩୦ ହଜାର ଫୋନ୍ ଅଧିକାରୀମାନଙ୍କୁ ଯୋଗାଇ ଦିଆଯାଇଛି। ଭାରତୀୟ ସେନାରେ ସୁରକ୍ଷିତ ଯୋଗାଯୋଗ ପାଇଁ ଏହାକୁ ବିକଶିତ କରାଯାଇଛି। ଏହାଦ୍ୱାରା ଡାଟା କିମ୍ବା ସମ୍ବେଦନଶୀଳ ସୂଚନା ଲିକ୍ ହେବାର ଆଶଙ୍କା ଦୂର ହେବ।  ସୁରକ୍ଷିତ ଯୋଗାଯୋଗ ପାଇଁ ଭାରତୀୟ ସେନା ‘ସମ୍ଭବ୍’ ସ୍ମାର୍ଟଫୋନ୍ ବ୍ୟବହାର କରୁଛି। ଅଧିକାରୀମାନଙ୍କୁ ପାଖାପାଖି ୩୦ ହଜାର ‘ସମ୍ଭବ୍’ ଫୋନ୍ ଦିଆଯାଇଛି। … Continue reading ‘ସମ୍ଭବ’ ମୋବାଇଲ ଫୋନ୍ କ’ଣ, ଯାହାକୁ ଚୀନ ସହିତ ଆଲୋଚନା କାଳରେ ବ୍ୟବହାର କରିଥିଲା ଭାରତୀୟ ସେନା