ବେଆଇନଭାବେ କୌଣସି ଦେଶକୁ ଅନୁପ୍ରବେଶ ପାଇଁ ପ୍ରବେଶ ରାସ୍ତାକୁ କାହିଁକି ‘ଡଙ୍କି’ ରୁଟ୍ କୁହାଯାଏ?

Donkey route: ଡଙ୍କି ରୁଟ୍‍ର ଅର୍ଥ ହେଉଛି ଏକ ଦେଶରେ ପ୍ରବେଶ କରିବାର ଏକ ବେଆଇନ ଉପାୟ। ଏଥିରେ ବ୍ୟକ୍ତି ଜଣକ ନିଜ ଜୀବନକୁ ବାଜି ଲଗାଇ ଅନ୍ୟ ଦେଶର ସୀମାରେ ପ୍ରବେଶ କରିଥାନ୍ତି। ଅନେକ ବିକଶିତ ଦେଶରେ ଏହି ସମସ୍ୟା ଏକ ବଡ଼ ସମସ୍ୟା ପାଲଟିଛି। ଆମେରିକା ନିର୍ବାଚନ ସମୟରେ ଡୋନାଲ୍ଡ ଟ୍ରମ୍ପ ଅବୈଧ ପ୍ରବାସୀଙ୍କ ପ୍ରସଙ୍ଗ ଜୋରଦାରଭାବେ ଉଠାଇଥିଲେ। ନିର୍ବାଚନ ଜିତିବା ପରେ ବେଆଇନଭାବେ ଆମେରିକାରେ ପ୍ରବେଶ କରିଥିବା ଲୋକଙ୍କୁ ସେମାନଙ୍କ ଦେଶକୁ ପ୍ରତ୍ୟର୍ପଣ … Continue reading ବେଆଇନଭାବେ କୌଣସି ଦେଶକୁ ଅନୁପ୍ରବେଶ ପାଇଁ ପ୍ରବେଶ ରାସ୍ତାକୁ କାହିଁକି ‘ଡଙ୍କି’ ରୁଟ୍ କୁହାଯାଏ?